ଭୁବନେଶ୍ୱର (ରିପୋର୍ଟର୍ସ ପେନ୍) : ସମାଜର ୧୦୬ତମ ବାର୍ଷିକ ଉତ୍ସବ କାର୍ୟ୍ୟକ୍ରମରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଭୁବନେଶ୍ୱରର ଅନିତା ଆଡଭଟାଇଜର୍ସ ସର୍ବୋତମ ଵିଜ୍ଞାପନ ଏଜେନ୍ସି ଭାବେ ଏହାର ମୁଖ୍ୟ ଚିନ୍ମୟ ଚୌଧୁରୀଙ୍କୁ ସମ୍ମାନୀତ କରାଯାଇଛି ।
ଅନିତା ଆଡଭଟାଇଜର୍ସ ୨୦୦୪ ମସିହାରୁ ଏହା ଆରମ୍ଭ ହୋଇଥିଲା ଯାହା ଆଜିର ଦିନରେ ସାରା ଓଡ଼ିଶାରେ ସୁନାମ ଅର୍ଜନ କରିଅଛି । ଗ୍ରାହକଙ୍କ ପସନ୍ଦ, ଗ୍ରାହକଙ୍କ ସହିତ ମିଳାମିଶା, ଗ୍ରାହକଙ୍କୁ ଭଲ ବ୍ୟବହାର ଦେବା ଏବଂ ସେମାନଙ୍କ ପ୍ରତିଶୃତି ରକ୍ଷାକରିବାରେ ସଦା ସର୍ବଦା ପ୍ରତିବନ୍ଧିତ ଅନିତା ଆଡଭଟାଇଜର୍ସ କର୍ମଚାରୀ ସୁଜିତ କୁମାର ପାତ୍ର, ଅରୂପ ରଞ୍ଜନ ପଣ୍ଡା, ସ୍ଵାଗତିକା ତ୍ରିପାଠୀ, ନିହାରିକା ମହାରଣା, ପ୍ରଦୀପ ମହାନ୍ତି, ରାଜକିଶୋର ବେହେରା।